Nuakhai..ନୂଆଖାଇ







1..the most important festival of western odisha nuakhai 2..comprising the district of sambalpur, balangir, kalahandi, nuapada, sundargarh and some areas of phulabani, baragarh, chhattisgarh culture is nuakhai 3..generally it takes place in the bright half of the month of bhadrab..September 4..on this occasion old and young children all wear new clothes 5..the festival is intended for eating new rice of the year 6..it is generally festival meeting of friends and relatives singing, dancing, and merry-making are parts of the festival .. on this occassion, the new rice is cooked with milk and sugar(to make khiree କ୍ଷୀରି ) and than offered as bhog to goddess laxmi. then the eldest member of the family distributes the same as prasad(ପ୍ରସାଦ ) to other members. 8..କ୍ଷୀରି ପିଠା ନୁଆଁରଧାନଚୁଡା ଏତକ 9..

tree day celebrated this culture baasi tyashi drinking alcohol eating meat dancing village song singing better think taking greeting nuakhai juhar(ନୂଆଖାଇ ଜୁହାର ଏଟା ଆମର ତିହାର ଜୁହାର କରିକରି ଦେଖା ସତ ପ୍ୟାର ଏଟା ଆମର ପର୍ବ ପାଚିମ ଓଡିଶା ଗର୍ବ ) 11.. ଘରର କଥା ବାହାର କଥା ଦୋଷ ନାଇଧର ସବକେ ନୂଆଖାଇ ଜୁହାର ଟେ କର 12..ଜୟ ଜଗତ ଜୟ ଭାରତ.. ଭାରତ ମାତା କି ଜେ
Jagat




13...ଇଷ୍ଟ ଦେବିଙ୍କୁ ନୂଆ ବରଷର  ପ୍ରଥମ ଅରନ  ସମର୍ପଣ କରି ଖାଇବା ପର୍ବ  ହେଉଛି l ନୂଆଖାଇ  ଏହା  ଭାଦ୍ରବ ମାସ ଶୁକ୍ଳକ୍ଷ ପଞ୍ଚମି ତିଥିରେ ପାଳନ କରାଯାଏ l ତା ପୂର୍ବ ଦିନ  ଶ୍ରୀ ଗଣେଶ ପ୍ରଭୁଙ୍କର ପୂଜା ଉତ୍ସବ ପାଳନ  ହୋଇସାରିଥାଏ l ନୂଆଖାଇରେ  ମା  ବସୁମତୀ ଙ୍କୁ କୃତଜ୍ଞତା ଜ୍ଞାପନ କରିବା ସ୍ୱରୂପରେ ନୂଆବର୍ଷର  ପ୍ରଥମ ଫସଲର ନୂଆ ଧାନ, ନୂଆଚୂଡ଼ା, ଏକ ହାଣ୍ଡିରେ ଭୋଗ କରାଯାଏ l ଘରର  ଇଷ୍ଟ ଦେବା ଦେବିଙ୍କୁ  ଭୋଗରୂପେ  ଚଢ଼ାଯାଇଥାଏ l ଏବଂ ମା ମହାଲଷ୍ମୀଙ୍କୁ ପୂଜା କରାଯାଇଥାଏ l ନୂଆଖାଇ ଉପଲକ୍ଷେ ଧନୀ ହେଉ ଅବା ଗରିବ ସମସ୍ତେ ଘର ସଜାଇବାରେ  ଲାଗିଥାନ୍ତି l ଘରକୁ ଲିପାପୋଛା କରିଥାନ୍ତି l ଘରରେ ବ୍ୟବହାର କରୁଥିବା ଖଟ, ପିଂଢl  ଲୁଗାପଟା ଇତ୍ୟାଦି ସଫାକରୀସଯାଇ ରଖନ୍ତି l ଆମ ପଶ୍ଚିମ ଓଡିଶାର ନର ନାରୀମାନେ  ଦୋକାନରେ କିମ୍ବା ବଜାରରେ କିଣା ବିକା କରିଥାନ୍ତି l ପୂଜା ପାଇଁ ଧୂପ ଦୀପ, କର୍ପୁର, ବସ୍ତ୍ର ପରିଧାନ ପାଇଁ ନୂଆ ଲୁଗା  କିଣିବାରେ ଗହଳି ଚଗଲି  ବଜାରରେ  ହୋଇଥାଏ l ମିଠା ପିଠା ପଣା  ପାଇଁ ମଧ୍ୟ ହୋଇଥାଉ l ନୂଆଖାଇ ପୂର୍ବରୁ ଲୋକମାନଙ୍କ  ଭିତରେ ଆନନ୍ଦ ଉଲ୍ଲାସ ଭାରି ରହିଥାଏ  l ନୂଆଖାଇ ପହଞ୍ଚିଗଲେ ସେଦିନ ସୂର୍ଯ୍ୟ ଉଦୟ ପୂର୍ବରୁ ଶଯ୍ୟା ତ୍ୟାଗ କରି ଓ ନିତ୍ୟ କର୍ମ ସାରି ନୂଆ ଲୁଗାପିନ୍ଧିଥାନ୍ତି l ସବୁ ଲୋକ ଘର ଧୂଆଁ, ଦୀପ, ଚନ୍ଦନ, ଓ କର୍ପୁରର ବାସ୍ନାରେ  ଘର ମହକି ଉଠିଥାଏ l ଶଙ୍ଖ, ହୁଳହୁଳି, ଘଣ୍ଟନାଦରେ ଘର ଓ ଅଗଣା ଦୁଲୁକି ଉଠେ  ପୂଜାର ଶେଷରେ ଘରର ସମସ୍ତେ ଗୋଟିଏ ସ୍ଥାନରେବସି ଦେବା ଦେବୀଙ୍କୁ ଲଗାଇଥିବା ଭୋଗ ନିଜ ନିଜ ଭିତରେ ବାଣ୍ଟିଥାନ୍ତି l କୁରେ ପତ୍ର ଦନା ବନେଇ କି ଖାଆନ୍ତି l ଖାଇସାରି ଲାପରେ ବଡ ବୟସ୍କ ବ୍ୟକ୍ତି ମାନଙ୍କୁ ମୁଣ୍ଡିଆ ମାରି ଜୁହାର କରିଥାନ୍ତି l ତାହାକୁ ନୂଆଖାଇ ଜୁହାର କୁହାଯାଏ l ଯିଏ ଯେଉଁଠିଥାଏ l ଦେଶ ହେଉ ଅବା ବିଦେଶ ଲୋକ ମାନେ ଘରକୁ ଫେରିଥାନ୍ତି l ନୂଆଖାଇ ସାରି ଘରରୁ ବାହାରିଲାପରେ  ଯେଉଁଭେଟଘାଟ ହୋଇଥାଏ l ତାହାକୁ ନୂଆଖାଇ ଭେଟଘାତ କୁହାଯାଏ l ଏହା ଖରିଫ ଓ ରବି ଫସଲାର ଉତ୍ପାଦନ ବଢ଼ୁ ଏବଂ ସଂସାରରୁ ଅରଣ କଷ୍ଟ ଦୂର ହେଉ ବୋଲି ଠାକୁରଙ୍କୁ ପ୍ରାର୍ଥନା କରାଯାଏ l ନୂଆଖାଇ ଦିନ ସନ୍ଦ୍ୟାରେ କିଛି ସଂସ୍କୃତିକ କାର୍ଯ୍ୟକର୍ମ  ଆୟୋଜନ କରାଯାଇଥାଏ l ଯେମିତିକି ଖେଳ, ନାଚ, ଗୀତ  ଖେଳ କୁଦା ହୋଇଥାଏ l English ରେ programme କହିଥାଉ ନୂଆଖାଇ ଏକ କୃଷିଭିତ୍ତିକ ପର୍ବ  l ତାର ଆଉଦିନେ ବସି ମନେଇ ଥାଉ ନୂଆଖାଇ ର ଦୂତିଅ ଦିନ ବସି  ଏହାର ଆୟୋଜନ ମଦ, ମହୁଲି, ଖିଆପିଆର ଦିନ ବସି ନୂଆଖାଇର ତୃତିୟ ତ୍ୟାଶୀ ଉତରେନାପାର ମଦ, ମହୁଲି, ପିଆଖାଦିନ..
14.. ଆମର ଧର୍ମ, ସଂସ୍କୃତି, ପାମ୍ପରାକୁ ଠିକ ବାଟରେ ପରିଚାଳିତ କରବାରେ ସହାୟକ ହୋଇଥାଏ.. ନୂଆଖାଇ ଜୁହାର ଭାଇ ମାନେ
5.. ଆମର ସଂସ୍କୃତି ଆମର ପା


Juhar





15..# https://youtube.com/shorts/pInunPf6ewg?feature=share
Jagatram present creation

Comments

Popular posts from this blog

What is computer?

Ratha Yatra .. ରଥ ଯାତ୍ରା