ମହାପ୍ରଭୁ
ହେ ମହାପ୍ରଭୁ ଜଗତ କରତା ଜଗତକୁ ପାଳିଛ ତୁମେ ଜୟ ଜଗତ ଜୟ ହେ ଭାରତ ଜଗତରେ ଥାଉ ସଦା ତୁମରି ନାମ ତୁମରି ଶ୍ରୀଚରଣେ ଦେବି ଜୀବନ ଧନ୍ୟ ଧନ୍ୟ ମୋର ମଣିଷ ଜୀବନ ଜୟ ଜଗତ ଜୟ ହେଁ ଭାରତ Writer.. Jagatram bariha 2.. ଫୁଲ ଗୁଟେ ତୁଲିଆନିଛ କା ଏ ହୋ ଖୁଜେତ୍ ଅଇଛୁ ଆମେ ତାର ବନ୍ଧୁ ସଖା ଭାଈ ହୋ ଖବର ପାଇଲୁ ଆମେ ତାର ବନ୍ଧୁ ସଖା ଭାଈ ହୋ ତମର ଭମର ଆମର ଫୁଲର କୋଳେ ବସିଦେଲା ବନ୍ଧୁ ସଖା ଭାଈ ହୋ ଫୁଲକେ ଯଦି ଦେଖେଇ ଦେତ ବେଳେ ଚିହ୍ନି ଦେଖତା ଘାଏ ହୋ ବନ୍ଧୁ ସଖା ଭାଈ ହୋ ଆମର ଫୁଲର ଯଦି ଭୁଲ ଅଛେ ବେଳେ ତୁମର ଭମରର ଭୁଲ ନାଇ ଧରୁ ବନ୍ଧୁ ସଖା ଭାଈ ହୋ କେନ୍ କୁଡେ ପିଛାର କୁଡେ ଲୁକେଇଛ ବେଳେ ଦେଖେଇ ଦେତ ବେଳେ ଘାଏ ହୋ ବନ୍ଧୁ ସଖା ଭାଈ ହୋ ହେବାର ଥିଲା ଯେନ୍ଟା ହେଇଗଲାନ ଦୁହି ଲୋକର ମନ୍ ମିଶିଗଲାନ ଆମକେ ଭି ସମାଜ କେ ପ୍ରଶ୍ନ ଉତ୍ତର ଦେବାର ଅଛେ ଆମର ଫୁଲକେ ଟିକେ ଚିହ୍ନ ଭାର ଅଛେ ଫୁଲ ଫୁଟି କରି ମହକି ଯାଏସି ମହକ କେନ ବାନ୍ଧି ପାରସୀ ଭମର ଟା ଫୁଲର ମହକ କେ ଯାନି ପକାସି ତାର ସାଙ୍ଗେ ସାଙ୍ଗେ ଭମର୍ ଫୁଲର କୋଳେ ବସିଦେଶି ଭୁଲ ଦେଖି କରି ଆମର ସମାଜ ସମାଧାନ କରସି ବନ୍ଧୁ ସଖା ଭାଈ ହୋ ଆମର ସମାଜ କେ ଧରି କରି ଆମେ ଆ ଏ ମୁଁ ଜଗି ରହିଥିବା ଦୁଇ ଦିନ ଧରି କରି ବନ୍ଧୁ ସଖା ଭାଇ ହୋ ଆମର ଫୁଲ କେ ଆମେ ଚିହ୍ନ ପାରଲୁ ଭୁଲ କାହାର ଯେ