ମହାପ୍ରଭୁ


ହେ ମହାପ୍ରଭୁ ଜଗତ କରତା 

         ଜଗତକୁ  ପାଳିଛ  ତୁମେ

ଜୟ ଜଗତ ଜୟ ହେ  ଭାରତ

        ଜଗତରେ  ଥାଉ ସଦା  ତୁମରି  ନାମ

ତୁମରି  ଶ୍ରୀଚରଣେ  ଦେବି  ଜୀବନ  ଧନ୍ୟ ଧନ୍ୟ

        ମୋର  ମଣିଷ  ଜୀବନ ଜୟ  ଜଗତ ଜୟ  ହେଁ  ଭାରତ

                                   Writer.. Jagatram bariha


2.. ଫୁଲ ଗୁଟେ ତୁଲିଆନିଛ କା ଏ  ହୋ ଖୁଜେତ୍ ଅଇଛୁ ଆମେ ତାର ବନ୍ଧୁ ସଖା ଭାଈ ହୋ ଖବର ପାଇଲୁ  ଆମେ ତାର ବନ୍ଧୁ ସଖା ଭାଈ ହୋ ତମର ଭମର ଆମର ଫୁଲର କୋଳେ ବସିଦେଲା ବନ୍ଧୁ ସଖା ଭାଈ ହୋ ଫୁଲକେ ଯଦି ଦେଖେଇ ଦେତ ବେଳେ ଚିହ୍ନି ଦେଖତା ଘାଏ ହୋ ବନ୍ଧୁ ସଖା ଭାଈ ହୋ ଆମର ଫୁଲର ଯଦି ଭୁଲ ଅଛେ ବେଳେ ତୁମର ଭମରର ଭୁଲ ନାଇ ଧରୁ ବନ୍ଧୁ ସଖା ଭାଈ ହୋ କେନ୍ କୁଡେ ପିଛାର କୁଡେ ଲୁକେଇଛ ବେଳେ ଦେଖେଇ ଦେତ ବେଳେ ଘାଏ ହୋ ବନ୍ଧୁ ସଖା ଭାଈ ହୋ ହେବାର ଥିଲା ଯେନ୍ଟା ହେଇଗଲାନ ଦୁହି ଲୋକର ମନ୍ ମିଶିଗଲାନ ଆମକେ ଭି ସମାଜ କେ ପ୍ରଶ୍ନ ଉତ୍ତର ଦେବାର ଅଛେ ଆମର ଫୁଲକେ ଟିକେ ଚିହ୍ନ ଭାର ଅଛେ ଫୁଲ ଫୁଟି କରି ମହକି ଯାଏସି  ମହକ କେନ ବାନ୍ଧି ପାରସୀ ଭମର ଟା ଫୁଲର ମହକ କେ ଯାନି ପକାସି ତାର ସାଙ୍ଗେ ସାଙ୍ଗେ ଭମର୍ ଫୁଲର କୋଳେ ବସିଦେଶି ଭୁଲ ଦେଖି କରି ଆମର ସମାଜ ସମାଧାନ କରସି ବନ୍ଧୁ ସଖା ଭାଈ ହୋ ଆମର ସମାଜ କେ ଧରି କରି ଆମେ ଆ ଏ ମୁଁ ଜଗି ରହିଥିବା ଦୁଇ ଦିନ ଧରି କରି ବନ୍ଧୁ ସଖା ଭାଇ ହୋ ଆମର ଫୁଲ କେ ଆମେ ଚିହ୍ନ ପାରଲୁ ଭୁଲ କାହାର ଯେ ଜାନିନେଇ ପାରଲୁ ............
                                    Jagatram bariha
ମାନେ ଜୀବନ
3.. ମାନେ ଜୀବନ ଗଟେ ଧୁଇଲ  ମିଆଟ କାଚି କୁଡ଼ି କନିଆଁ ହାରି ବର୍ ପିଲା ଖେଳ ନେଇ ସେ  ସୁନ୍ଦର ସଂସାର ଗଢବା କାଯେ ....
ମାନେ ଜୀବନ ଗୁଟେ ସୁନ୍ଦର ସପନ ହେଁ ଅଭିନୟ କରବା କାଯେ 
ମାନେ ଜୀବନ ଗୁଟେ ଖେଳ ନେଇ ସେ ଖାଲି ସୁଖେ ସଂସାର କରବା ସୁଖ ସାଙ୍ଗେ ଦୁଃଖ କେ ଭି ଉପଭୋଗ କରବା କାଯେ
ମାନେ ଜୀବନ ନେଇ ସେ ମାଟିର ଘର ଭାଙ୍ଗି କରି ଗଢ଼ବା କାଯେ ଭାଙ୍ଗି ଗଲେ ସପନ ଫେର ନାଇ ଆସେ ସଂସାର ମାନେ ଜିବନ ଗୁଟେ ଦୁଃଖର ସଂସାର ହେଁ ସଂସାର କେ ଆଶ୍ରା ସଂସାର କରୁଛେ ଦୁଃଖ ଗୁଟେ ବାହାଟିବାର କାଯେ ଜଗତର କଥା କିଏ ଜାନିଛେ ଦୁଃଖ ଭରା କଥା ଗୁଟେ  ଅଭିନୟ ଭାବି ଖେଲୁଛେ ସିନା ଇଟା ଗୁଟେ ଅଭିନୟ ସଂସାର ହେଁ ମାନେ ଜୀବନ କେ କାହାର ମନେ ଦୁଃଖ ନାଇ ଦେବୁ 
ମାନେ ଜୀବନ ଗୁଟେ ସୁଖ ନେଇ ସେ  ଖାଲି ସୁଖେ ସୁଖେ ରହେବା କାଯେ ମନ୍ ଭର୍ମୁଛେ ମନର କଜେ ସୁନ୍ଦରୀ ଟୁକିଲ ଗୁଟେ ପିଆମି ବୋଲି ମନର କଥା  କିଏ ଯାନିଛେ ଭର୍ମି ଭର୍ମୀ ମରି ଯାଉଛେ..
1.. ମନ ଗୁଟେ କାଣା ଭାବସି 
2.. ଅଭିନୟ କାଣା କାଜେ କର

ଆଜି ସିନା ଖୋଜୁ ନାହୁ ହେଲେ କାଲି ତୁ ଖୋଜିବୁ
 ଆଜି ସିନା ଭଲ ପାଉ ନାହୁ ହେଲେ
କାଲି ତୁ ଭଲ ପାଇବୁ 
ଆଜି ସିନା କଥା ହେଉ ନାହୁ
କାଲି କୁ କଥା ହେବା ପାଇଁ ଝୁରୁଥିବୁ 
ମୁଁ ମୋ ମନ୍ କଥା ଖୋଲି କି କହୁଛି
ହେଲେ ତୁ କହୁ ନାହୁ ଏ କଥା ଆଜି ନ ହେଲେ 
କାଳୀ ତୁ କହିବୁ
ତୁ ମୋତେ ଭଲପାଉଛୁ ଭଲ ପାଉଛୁ 
ବିରହ ପ୍ରେମିକ ଜଗତରାମ

Comments

Popular posts from this blog

What is computer?

Ratha Yatra .. ରଥ ଯାତ୍ରା

Nuakhai..ନୂଆଖାଇ